logo MP3
head_logo

Dipti Rekha Padhi E Pabanata San San San Скачать

main img

Dipti Rekha Padhi

E Pabanata San San San

33 Прослушиваний
03:54
Все треки Dipti Rekha Padhi
Слушать
Скачать песню

Текст песни

ଏ ପବନଟା ସନ୍-ସନ୍-ସନ୍
ଏ ଫଗୁଣଟା ଛମ୍-ଛମ୍-ଛମ୍
ଏ ଶ୍ରାବଣଟା ଝନ୍-ଝନ୍-ଝନ୍

ଏ ପାଉଁଜିଟା ଛନ୍-ଛନ୍-ଛନ୍
ଏ ଝୁମୁକଟା ଟନ୍-ଟନ୍-ଟନ୍
ଏ ବୟସଟା କନ୍-କନ୍-କନ୍

ଝଲ୍-ଝଲ୍-ଝଲ୍-ଝଲ୍ ଛାତି ତଳେ
ପଲ୍-ପଲ୍-ପଲ୍-ପଲ୍ ରଙ୍ଗ ଝରେ
ଖଲ୍-ଖଲ୍-ଖଲ୍-ଖଲ୍ ମନ ଝୁରେ ଯିବାକୁ ଉଡ଼ି
ଏଇ ମାଟି ଅଗଣାରେ ବରଷାପାଣି ନାଚେ ଛମ୍-ଛମ୍-ଛମ୍-ଛମ୍

ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ
ଅଭିମାନିନୀ ଏ

ଅମାନିଆ ପବନରେ (ପବନରେ)
ଚୁନି ଉଡେ ଧୀରେ-ଧୀରେ (ଧୀରେ-ଧୀରେ)
ଉଡିବାକୁ ତାସାଥିରେ ଡାକିନିଏ ଧୀରେ-ଧୀରେ
ଦୁଷ୍ଟ ଏଇ ଶ୍ରାବନରେ (ଶ୍ରାବନରେ)
ରାତିସାରା ମେଘଝରେ (ମେଘଝରେ)
ଅବୁଝା ଏ ଆଖିତଳେ ଲାଖିଯାଏ ଧୀରେ-ଧୀରେ

ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ
ଅଭିମାନିନୀ ଏ

На странице доступен трек E Pabanata San San San от Dipti Rekha Padhi. Слушайте онлайн или загрузите в один клик бесплатно на свое устройство.

Треки от исполнителя