logo MP3
head_logo

Aseema Panda Marijibi Dhana Tori Bina (Female Version) Скачать

main img

Aseema Panda

Marijibi Dhana Tori Bina (Female Version)

48 Прослушиваний
04:49
Все треки Aseema Panda
Слушать
Скачать песню

Текст песни

କିଏ ଡାକିବ ମୋତେ ଆଉ, ମୋ ଧନ ସୁନା
ସପନ ସବୁ ଭାଙ୍ଗି ଗଲା, ହେଲି ରେ ଚୁନା

କିଏ ଡାକିବ ମୋତେ ଆଉ, ମୋ ଧନ ସୁନା
ସପନ ସବୁ ଭାଙ୍ଗି ଗଲା, ହେଲି ରେ ଚୁନା
ବିଶ୍ୱାସ ରେ ବିଷ ମୋର ଦେଇ ତୁ ଯାଆ ନା

ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା

ଲୋଡ଼ା ନାହିଁ ରାଣୀ ସୁଖ, ରାଜାର ଉଆସ
ଛାଟିମାଟି କୁଡ଼ିଆରେ ତୋ ହାତ ପରସ

ଲୋଡ଼ା ନାହିଁ ରାଣୀ ସୁଖ, ରାଜାର ଉଆସ
ଛାଟିମାଟି କୁଡ଼ିଆରେ ତୋ ହାତ ପରସ
ମୋ ଅଭିଳାଷ ଆଜି କଲା ମୋତେ ଶେଷ
ଲୁହ ଦାରିଆରେ ବୁଡି ଗଲା ମୋ ସର୍ବସ୍ବ

କହିଦେବୁ ଯଦି କେବେ ମୁଁ ହୃଦୟହିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା

ଡେଉଁଛି ମୋ ବାଆଁ ଆଖି ଆସିବୁ ସତେକି
ସବୁ ଦୋଷ କ୍ଷମା କରି ଡାକିବୁ ମୋତେ କି

ଡେଉଁଛି ମୋ ବାଆଁ ଆଖି ଆସିବୁ ସତେକି
ସବୁ ଦୋଷ କ୍ଷମା କରି ଡାକିବୁ ମୋତେ କି
ତୋ ବିନା ଏ ଜୀବନଟା ମରୁ ମରିଚିକା
ତୋ ସୁଖ ଫେରେଇ ଦେଇ ଚାଲିଯିବି ଏକା

ଚାଲିଗଲେ ଚାଲିଯିବି, କହିବୁନି ତୁ ଆ
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା

На странице доступен трек Marijibi Dhana Tori Bina (Female Version) от Aseema Panda. Слушайте онлайн или загрузите в один клик бесплатно на свое устройство.