logo MP3
head_logo

Humane Sagar Marijibi Dhana Tori Bina (Male Version) Скачать

main img

Humane Sagar

Marijibi Dhana Tori Bina (Male Version)

80 Прослушиваний
04:53
Все треки Humane Sagar
Слушать
Скачать песню

Текст песни

କିଏ ଡାକିବ ମୋତେ ଆଉ, ମୋ ଧନ ସୁନା
ସପନ ସବୁ ଭାଙ୍ଗି ଦେଲୁ ହେଲି ରେ ଚୁନା

କିଏ ଡାକିବ ମୋତେ ଆଉ, ମୋ ଧନ ସୁନା
ସପନ ସବୁ ଭାଙ୍ଗି ଦେଲୁ ହେଲି ରେ ଚୁନା
ବିଶ୍ୱାସ ରେ ବିଷ ମୋର ଦେଇ ତୁ ଯାଆ ନା

ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା

ତୋ ପ୍ରେମରେ ଥିଲା ଯଦି ଏତିକି ଛଳନା
ମୋ ହୃଦୟ ଭାଙ୍ଗି କାହିଁ କଲୁ ତୁ ଖେଳନା

ତୋ ପ୍ରେମରେ ଥିଲା ଯଦି ଏତିକି ଛଳନା
ମୋ ହୃଦୟ ଭାଙ୍ଗି କାହିଁ କଲୁ ତୁ ଖେଳନା
ରାଣ ଦେଲି ତୋତେ ଆଲୋ, ମୋ ବାଇଚଢ଼େଇ
ଆଖି ଲୁହ ସୁଖିବନି ପୋଛିବେନି କେହି

କିଏ ଯଦି କହେ ତୋତେ ତୁ ହୃଦୟହିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା

କେମିତି ତୁ ହେଇଗଲୁ ଏତେ ସ୍ୱାର୍ଥପର
ଦୁନିଆ ଠୁ କରିଦେଲୁ ମୋତେ ସାତପର

କେମିତି ତୁ ହେଇଗଲୁ ଏତେ ସ୍ୱାର୍ଥପର
ଦୁନିଆ ଠୁ କରିଦେଲୁ ମୋତେ ସାତପର
ରାତି ପାହିଗଲେ ହେବ ସମ୍ପର୍କ ର ଶେଷ
ତୋ ସିଁଥି ସିନ୍ଦୂର ହେବ ମୋ ଜୁଇ ପାଉଁଶ

ଯୁଇ ମୋର ଜଳିବନି ତୋ ଛୁଆଁ ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା

На странице доступен трек Marijibi Dhana Tori Bina (Male Version) от Humane Sagar. Слушайте онлайн или загрузите в один клик бесплатно на свое устройство.