Humane Sagar Gajara Bali Скачать
Текст песни
ନିଦକୁ ଚୋରେଇ ସପନ ଦେଖେଇ
କାହିଁ ଯାଉ ମୋ बिल्लो-रानी?
ନିଦକୁ ଚୋରେଇ ସପନ ଦେଖେଇ
କାହିଁ ଯାଉ ମୋ बिल्लो-रानी?
ବିନ୍ଦି ଲଗେଇକି କଜଳ ଲଗେଇ
କରି ଓଠ ତୋର ନାଲି ନାଲି
ଏତେ ସଜେଇ ଯାଉଛୁ ଗୋରୀ
କହିଯା ଥରେ ଆଲୋ ନଖରି
ଏତେ ସଜେଇ ଯାଉଛୁ ଗୋରୀ
କହିଯା ଥରେ ଆଲୋ ନଖରି
ମନକୁ ଚୋରେଇଛି ତୋ ମିଠା କଥା
ଗଜରା ଗଭା ବାଲି ମୋ, ଗଜରା ଗଭା ବାଲି
ଗଜରା ଗଭା ବାଲି ମୋ, ଗଜରା ଗଭା ବାଲି
ଗଜରା ଗଭା ବାଲି ମୋ, ଗଜରା ଗଭା ବାଲି
ଗଜରା ଗଭା ବାଲି ମୋ, ଗଜରା ଗଭା ବାଲି
ଗୋଲାପି ଗୋଲାପି, ଗୋଲାପି ତୋର ଗାଲ
ପାଗଳ କରିଛି ତୋର କଜଳ ଗାର
ହେ, ଗୋଲାପି ଗୋଲାପି, ଗୋଲାପି ତୋର ଗାଲ
ପାଗଳ କରିଛି ତୋର କଜଳ ଗାର
ଅଣ୍ଟାକୁ ହଲେଇ ବେଣୀ ଛାଟିଦେଇ
କାହିଁ ଯାଉ ମୋ बिल्लो-रानी?
ଅଣ୍ଟାକୁ ହଲେଇ ବେଣୀ ଛାଟିଦେଇ
କାହିଁ ଯାଉ ମୋ बिल्लो-रानी?
ମନକୁ ଚୋରେଇଛି ତୋର ମିଠା କଥା
ମନକୁ ଚୋରେଇଛି ତୋର ମିଠା କଥା
ଗଜରା ଗଭା ବାଲି ମୋ, ଗଜରା ଗଭା ବାଲି
ଗଜରା ଗଭା ବାଲି ମୋ, ଗଜରା ଗଭା ବାଲି
ଗଜରା ଗଭା ବାଲି ମୋ, ଗଜରା ଗଭା ବାଲି
ଗଜରା ଗଭା ବାଲି ମୋ, ଗଜରା ଗଭା ବାଲି
ହରିଣୀ ହରିଣୀ, ହରିଣୀ ପରି ଚାଲି
ଦିୱାନା କରିଚି ତୋ ଆଖିର ଚାହାଣି
ହୋ, ହରିଣୀ ହରିଣୀ, ହରିଣୀ ପରି ଚାଲି
ଦିୱାନା କରିଚି ତୋ ଆଖିର ଚାହାଣି
ମନକୁ ଚୋରେଇ ଦିୱାନା ବନେଇ
କାହିଁ ଯାଉ ମୋ ଲଚକମଣି?
ମନକୁ ଚୋରେଇ ଦିୱାନା ବନେଇ
କାହିଁ ଯାଉ ମୋ ଲଚକମଣି?
ଗଜରା ବାନ୍ଧିଛୁ ବେଣୀ ଖୋଷା କରି
ଗଜରା ବାନ୍ଧିଛୁ ବେଣୀ ଖୋଷା କରି
ଗଜରା ଗଭା ବାଲି ମୋ, ଗଜରା ଗଭା ବାଲି
ଗଜରା ଗଭା ବାଲି ମୋ, ଗଜରା ଗଭା ବାଲି
ଗଜରା ଗଭା ବାଲି ମୋ, ଗଜରା ଗଭା ବାଲି
ଗଜରା ଗଭା ବାଲି ମୋ, ଗଜରା ଗଭା ବାଲି
Треки от исполнителя